ରୁଲ୍ଜାରି Rul jāri

  • ଦେ. ବି — କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ନିୟମର ବା ସ୍ଥାୟୀ ଆଦେଶରେ ପ୍ରବର୍ତ୍ତନ — Promulgation of a rule or regulation by a higher authority
  • ଦେ. ବି — (କଚିରିଆ) ଉଚ୍ଚତର ଅଦାଲତଙ୍କ ଦ୍ୱାରା ନିମ୍ନ ଅଦାଲତଙ୍କ ଉପରେ ମକଦ୍ଦମା ସମ୍ବନ୍ଧେ ଆଦେଶ ପ୍ରଚାର — The making or issuing of a rule by a higher court on a lower court regarding a case