ରୁଲ୍କାଏମ Rul kāem

  • ଦେ. ବି. (କଚିରିଆ) — ଅପିଲ୍ ବା ମୋସନ୍ର ଶୁଣାଣିର ଫଳରେ ହାଇକୋଟ୍ଙ୍କଦ୍ୱାରା ପ୍ରଥମେ ପ୍ରଚାରିତ ଆଦେଶର ଦୃଢ଼ୀକରଣ — A rule being made absolute after the hearing of a case by the Highcourt