ରୁଲ୍ ରଦ୍ Rul rad

  • ବୈଦେ. ବି.—(କଚିରିଆ; ଇଂ. ରୁଲ୍+ଫା. ରଦ୍ଦ୍) — କୌଣସି ମକଦ୍ଦମାର ଶୁଣାଣି ପରେ ଉଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଥମେ ପ୍ରଚାରିତ ହୋଇଥିବା ଆଦେଶ ରହିତ କରାଯିବା — The discharge of a rule by the issuing court after hearing