ରୁଲ୍ ଠେଙ୍ଗା Rul ṭheṅgā

  • ଦେ. ବି. — ରୁଲ୍ ପରି ଗୋଲ୍ ଲମ୍ବା ଯଷ୍ଟି — A round cudgel or stick like a ruler
  • ଦେ. ବି. — ପୁଲିସ କନିଷ୍ଟବଳ୍ମାନେ ଯେଉଁ ଗୋଲ ଠେଙ୍ଗଣି ବ୍ଯବହାର କରନ୍ତି — Baton used by police constables
  • ଦେ. ବି. — ରେଗୁଲେସନ୍ ଲାଠି (ଦେଖ) — Regulesan lāṭhi (See)