ରୁଲିଙ୍ଗ୍ Ruliṅg

  • ବୈଦେ. ବି. (ଇଂ.)—(କଚିରିଆ) — ନଜୀର୍; ଉଚ୍ଚ ଅଦାଲତଙ୍କ ମୀମାଂସା, ଯଦ୍ଦ୍ୱାରା ନିମ୍ନ ଅଦାଲତମାନେ ନିୟନ୍ତ୍ରିତ ହୁଅନ୍ତି — Ruling; decision of higher courts regulating those of lower courts