ରୁଲିଙ୍ଗ୍ ଚୀଫ୍ Ruliṅg chiph
- ବୈଦେ. ବି. (ଇଂ.) — ରାଜ୍ୟଶାସନାର୍ଥ ପୂର୍ଣ୍ଣକ୍ଷମତାପ୍ରାପ୍ତ ଦେଶୀୟ ରାଜା — Ruling Chief
- ବୈଦେ. ବି. (ଇଂ.) — [ଦ୍ର— ଓଡ଼ିଆ ଗଡ଼ଜାତର ରାଜାମାନେ ପ୍ରଥମେ ଟ୍ରିବୁଟେରୀ ଚୀଫ — (Tributary chief)ପରେ ଫିଉଡେଟରୀ ଚିଫ୍(Feudatory Chief)ଥିଲେ ଓ ଏବେ ରୁଲିଙ୍ଗ ଚୀଫ୍(Ruling Chief)ନାମରେ ଅଭିହିତ ହେଉଅଛନ୍ତି]