ରୁମ ଉଠିବା Ruma uṭhibā
- ଦେ. ବି — ଦେହର ଲୋମ ଉପୁଡ଼ିଯିବା — The coming out or falling off of the furs from the body
- ଦେ. ବି — ଦେହର ସ୍ଥାନ— ବିଶେଷରେ ରୋମ କଅଁଳିବା; ରମୋଦ୍ଗମ — The coming out or growing of down on the body
- ଦେ. ବି — ଭୟ; ବିସ୍ମୟାଦିଜନିତ ରୋମ ଟାଙ୍କୁରି ଉଠିବା; ରୋମାଞ୍ଚ — Standing of the hairs of the body on their ends; horripilation; thrilling