ରୁମ ଉଖାଡ଼ିବା Ruma ukhāṟḍ̠ibā

  • ଦେ. କ୍ରି — ଦେହର ଲୋମ ଉତ୍ପାଟନ କରିବା — To uproot the fur from the body; to fleece
  • ଦେ. କ୍ରି — (ଲକ୍ଷଣାର୍ଥ) —କୌଣସି ବ୍ଯକ୍ତିର ସାମାନ୍ୟ ଅନିଷ୍ଟ କରିବା — To slightly injure a person
  • ଦେ. କ୍ରି — (ଅଶ୍ଳୀଳାର୍ଥ) ଅନ୍ଯ ବ୍ଯକ୍ତିର ଉପସ୍ଥାଦିର ଲୋମ ଉତ୍ପାଟନରୂପ ହେୟ ବା ଘୃଣ୍ୟ କାର୍ଯ୍ୟ କରିବା — To uproot the hair of another person's privities (considered to be one of the meanest duties.)