ରୁପୈୟା Rupa̲i̱yā

  • ବୈଦେ. ବି. (ଫା ରୁପୈୟା) — ରୌପ୍ୟମୁଦ୍ରା — Silver coin
  • ବୈଦେ. ବି. (ଫା ରୁପୈୟା) — 16 ଅଣା ମୂଲ୍ୟର ବା ଏକ ତୋଳା ଓଜନର ରଜତ ମୁଦ୍ରା — 16ଅଣା ମୂଲ୍ୟର ବା ଏକ ତୋଳା ଓଜନର ରଜତ ମୁଦ୍ରା—A rupee weighing one tola, and of the value of sixteen annas