ରୁପୁଲିପାଣି Rupuli pāṇi

  • ଦେ. ବି — ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ଧାତୁମିଶ୍ରିତ ଶୁକ୍ଳ ଦ୍ରବ, ଯାହା ଅନ୍ଯ ବସ୍ତୁ ଉପରେ ରଞ୍ଜିତ ହେଲେ ତାହା ରଜତାଭ ଦେଖାଯାଏ — A chemical liquid which imparts a silvery hue to things on which it is laid