ରୁପେଈ ସୁନେଈ Rupeī suneī

  • ଦେ. ବି — କାହାଣୀରେ ବର୍ଣ୍ଣିତ ଦୁଇ ଭଉଣୀ (ସୁନେଈ ସୁନା କୁଲେଇ ଧରି ଖେଳେ ଓ ରୁପେଈ ରୁପା କୁଲେଇ ଧରି ଖେଳେ।) — Names of two sisters in folk tales
  • ଦେ. ବି — (ଉ—ସୁନେଈ ବେଇଛି ମାଙ୍କଡ଼, ରୁପେଈ କାଚେ କାପଡ଼—ବୁଢ଼ା ମାକଡ଼ କାହାଣୀ।)