ରୁପୁଲି ଅଳଙ୍କାର Rupuli aḻaṅkāra

  • ଦେ. ବି. — ରୌପ୍ୟ ନିର୍ମିତ ଅଳଙ୍କାର — Silver ornament
  • ଦେ. ବି. — ରୁପା ପରି ଦେଖାଯାଉଥିବା କୃତ୍ରିମ ଅଳଙ୍କାର — Ornament looking white like silver
  • ଦେ. ବି. — ଜର୍ମାନ୍ ସିଲ୍ଭର୍ ଅଳଙ୍କାର — Ornaments of german silver
  • ଦେ. ବି. — ଆଲୁମିନିୟମ ଅଳଙ୍କାର — Ornaments made of aluminium
  • ଦେ. ବି. — [ଦ୍ର—ଏହିପରି ରୁପୁଲି ବାଡ଼ି, ରୁପୁଲି କଠଉ, ରୁପୁଲି ବେତ, ରୁପୁଲି ଥାଳି, ରୁପୁଲି କୁଲେଇ।]