ରୁପା ପାତିଆ Rupā pātiā

  • ପ୍ରାଦେ. (ବାଲେଶ୍ୱର) ବି. — ଏକ ପ୍ରକାର ଲୁଣି ମାଛ — A species of sea fish
  • ଦେ. ବି. — ଜଲ୍ହା ମାଛ (ଦେଖ) — Jahlā (See)
  • ଦେ. ବି. — ରୁପାର ଖୁବ୍ ପତଳା ପତର — A foil or very thin plate of silver