ରୁପା ପତର Rupā patara

  • ଦେ. ବି—[ସଂ. ରୌପ୍ୟ+ପତ୍ର] — ରୌପ୍ୟର ପତଳା ପତ୍ର — Leaf or thin plaing of silver; foil of silver
  • ଦେ. ବି—[ସଂ. ରୌପ୍ୟ+ପତ୍ର] — [ଦ୍ର— ରୁପା ପତର ଅପେକ୍ଷା ରୁପା ପାତିଆ ଆହୁରି ପତଳା।]