ରୁପା ଗିଲିଟି Rupā giliṭi

  • ଦେ. ବି—(ସଂ. ରୁପ୍ୟ+ଇଂ. ଗିଲ୍ଟ୍) — ବୈଜ୍ଞାନିକ ଉପାୟରେ ରୌପ୍ୟ ମିଶ୍ରିତ ଦ୍ରବ୍ୟକୁ ଅନ୍ଯ ପଦାର୍ଥ ଉପରେ ଢାଳି ତାକୁ ରଜତବର୍ଣ୍ଣ କରିବା ପ୍ରକ୍ରିୟା — Process of gilding a thing with silver
  • ବିଣ. — ଉପରେ ରୌପ୍ୟ ମିଶ୍ରିତ ଦ୍ରବ ଢଳା ଯାଇ ରଜତାଭ କରା ଯାଇଥିବା (ବସ୍ତୁ) — Silver-gilt (article)