ରୁପା ଖଡ଼ୁ Rupā khaṟḍ̠u

  • ଦେ. ବି. — ରୌପ୍ୟ ନିର୍ମିତ ବଳୟ — Silver bangle
  • ଦେ. ବି. — [ଦ୍ର—ରୌପ୍ୟ ନିର୍ମିତ ଅଳଙ୍କାର ବା ପଦାର୍ଥମାନଙ୍କ ନାମ ପୂର୍ବରେ ରୂପା ଶବ୍ଦ ଲଗା ହେଲେ ସେମାନ ରୌପ୍ୟ ନିର୍ମିତ ଥିବାର ସୂଚନା କରାଯାଏ। ଯଥା ରୁପାକାଚ, ରୁପା ଚୁଡ଼ୀ, ରୁପା ବାସନ, ରୁପା ପାନବଟା ଇତ୍ୟାଦି।]