ରୁଧ୍ (ଧାତୁ) Rudh (root)

  • ସଂ. — ରୋଧ କରିବା; ଅଟକାଇବା — To rest- rain; to check
  • ସଂ. — ବାଧା ଦେବା — To obstruct; to hinder
  • ସଂ. — ବନ୍ଦକରିବା — To imprision; to shut up; to confine
  • ସଂ. — ଆଚ୍ଛାଦନ କରିବା; ଆବରଣ କରିବା; ଘୋଡ଼ାଇବା — To cover; to overcloud
  • ସଂ. — ଟେକି ଧରିବା; ପତନରୁ ରକ୍ଷା କରିବା — To hold up; to sustain from falling (Apte)
  • ସଂ. — ଘେରିବା — To surround; to hem in
  • ସଂ. — ପୀଡ଼ା ଦେବା — To torment, to afflict (Apte)
  • ସଂ. — [ମନିଅର୍ୱିଲିଆମ୍ସ କହନ୍ତି ଯେ ସମ୍ଭବତଃ ପ୍ରାଚୀନ କାଳରେ ଏ ଧାତୁର ଅର୍ଥ ଥିଲା ରକ୍ତବର୍ଣ୍ଣ ହେବା — To be red.]