ରୁଧିରାଖ୍ୟ Rudhirākhya

  • ସଂ. ବି — ରକ୍ତବର୍ଣ୍ଣ ମଣି ବିଶେଷ — A blood-coloured gem
  • ସଂ. ବି — [ଦ୍ର—ଏହାର ବର୍ଣ୍ଣ ମଧ୍ୟସ୍ଥଳରେ ବିବାକ୍ ଧଳା ଓ ବାହାରେ ନୀଳା ପରି; ଏହା ଧାରଣକାରୀ ସୁଖୀ ହୁଏ (ହି. ଶ.)।]