ରୁଧିରପାୟୀ Rudhirapāyī

  • ସଂ. ବିଣ. ପୁଂ. (ରୁଧର+ପା ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ରକ୍ତ ପିଏ — Blood-drinking
  • ସଂ. ବି. ପୁଂ. — ରାକ୍ଷସ — Demon