ରୁଧିରଗୁଳ୍ମ Rudhira guḻma

  • ସଂ. ବି — ସ୍ତ୍ରୀରୋଗ ବିଶେଷ — Name of a female disease
  • ସଂ. ବି — [ଦ୍ର—ଏଥିରେ ପେଟରେ ଶୂଳ ଓ ଦାହ ହୁଏ ଏବଂ ପେଟ ମଧ୍ୟରେ ଗୋଟିଏ ଗୋଳା ବୁଲିଲା ପରି ଜଣା ପଡ଼େ। ହି. ଶ.]