ରୁଦ୍ରିୟ Rudriya
- ସଂ. ବିଣ (ରୁଦ୍ର+ଇୟ; ନିପାତନ) — ରୁଦ୍ର ସମ୍ବନ୍ଧୀୟ (ହି. ଶ.) — Relating or belonging to; Rudra (Apte)
- ସଂ. ବିଣ (ରୁଦ୍ର+ଇୟ; ନିପାତନ) — ଭୟଙ୍କର — Terrible; dreadful (Apte)
- ସଂ. ବିଣ (ରୁଦ୍ର+ଇୟ; ନିପାତନ) — (ବୈଦିକ) ଆନନ୍ଦଦାୟକ (ହି. ଶ.) — Pleasant; giving pleasure (Apte)
- ସଂ. ବି (ବୈଦିକ) — ଆନନ୍ଦ — Pleasure; delight (Apte)