ରୁଦ୍ରାଣୀ Rudrāṇī

  • ସଂ. ବିଣ. ସ୍ତ୍ରୀ (ରୁଦ୍ର+ସ୍ତ୍ରୀ. ଆନୀ) — ଶିବପତ୍ନୀ; ଦୁର୍ଗା — Durgā
  • ସଂ. ବିଣ. ସ୍ତ୍ରୀ (ରୁଦ୍ର+ସ୍ତ୍ରୀ. ଆନୀ) — [ଦ୍ର—ଏକାଦଶ ରୁଦ୍ରାଣୀଙ୍କର ନାମ 1 ଧୀ, 2 ଧୃତି, 3 ରସକା, 4 ଉମା, 5 — 6 ନୟୁ—ତ୍ସର୍ପି, 7 ଇଳା, 8 ଅମ୍ବିକା, 9 ଇରାବତୀ, 10 ସୁଧା, 11 , ଦୀକ୍ଷା।] — [ଦ୍ର—ଏକାଦଶ ରୁଦ୍ରାଣୀଙ୍କର ନାମ1ଧୀ,2ଧୃତି,3ରସକା,4ଉମା,5—6ନୟୁ—ତ୍ସର୍ପି,7ଇଳା,8ଅମ୍ବିକା,9ଇରାବତୀ,10ସୁଧା,11, ଦୀକ୍ଷା]
  • ସଂ. ବିଣ. ସ୍ତ୍ରୀ (ରୁଦ୍ର+ସ୍ତ୍ରୀ. ଆନୀ) — ରୁଦ୍ରଜଟା (ଦେଖ) — Rudra jaṭā (See)
  • ସଂ. ବିଣ. ସ୍ତ୍ରୀ (ରୁଦ୍ର+ସ୍ତ୍ରୀ. ଆନୀ) — ମେଘ ରାଗର ପୁତ୍ରବଧୂ, ସଙ୍କର ରାଗିଣୀ ବିଶେଷ — Name of a secondary tune
  • ସଂ. ବିଣ. ସ୍ତ୍ରୀ (ରୁଦ୍ର+ସ୍ତ୍ରୀ. ଆନୀ) — ଏକାଦଶବର୍ଷୀୟା କନ୍ଯା — A girl of 11 years old (Apte)