ରୁଦ୍ରାବାସ Rudrābāsa

  • ସଂ. ବି. ( 6 ଷ୍ଠୀ ତତ୍) — କୈଳାସଗିରି — The Ka̲i̱ḻasa mountain north of the Himalayas
  • ସଂ. ବି. ( 6 ଷ୍ଠୀ ତତ୍) — (ଏହା ପୁରାଣମତେ ମହାଦେବଙ୍କ ବାସ— ସ୍ଥାନ।)
  • ସଂ. ବି. ( 6 ଷ୍ଠୀ ତତ୍) — ଶ୍ମଶାନ — Cremation ground
  • ସଂ. ବି. ( 6 ଷ୍ଠୀ ତତ୍) — ଶିବ କ୍ଷେତ୍ର — A holy place where Ṡiba is said to reside
  • ସଂ. ବି. ( 6 ଷ୍ଠୀ ତତ୍) — କାଶୀ କ୍ଷେତ୍ର — The holy city of Benares