ରୁଦ୍ରତାଳ Rudratāḻa

  • ସଂ. ବି — ଶିବଙ୍କ ତାଣ୍ଡବ ନୃତ୍ୟର ତାଳ — The musical measure accompanying the dance of Ṡiba
  • ସଂ. ବି — 16 ମାତ୍ରାଯୁକ୍ତ ମୃଦଙ୍ଗର ତାଳ ବିଶେଷ — 16ମାତ୍ରାଯୁକ୍ତ ମୃଦଙ୍ଗର ତାଳ ବିଶେଷ—. Name of a time or cadence of the Mṟudaṅga drum