ରୁଦ୍ରଜ Rudraja

  • ସଂ. ବି (ରୁଦ୍ର+ଜନ୍ ଧାତୁ+କର୍ତ୍ତୃ. ଅ) — କାର୍ତ୍ତିକେୟ; ଗଣେଶ — Sons of Ṡiba
  • ସଂ. ବି (ରୁଦ୍ର+ଜନ୍ ଧାତୁ+କର୍ତ୍ତୃ. ଅ) — ପାରଦ (ଏହା ଶିବଙ୍କ ବୀର୍ଯ୍ୟରୁ ଉତ୍ପନ୍ନ ବୋଲି ପୁରାଣ ପ୍ରସିଦ୍ଧ) — Mercury; quick silver