ରୁଦ୍ରଗଣ Rudragaṇa

  • ସଂ. ବି — ରୁଦ୍ରଶ୍ରେଣୀଭୁକ୍ତ ଏଗାରଗୋଟି ଦେବତା — The eleven Deities called the group of Rudra Gods
  • ସଂ. ବି — ଶିବଙ୍କ ପାରିଷଦଗଣ — The retinue of Ṡiba
  • ସଂ. ବି — [ଦ୍ର—ଏମାନଙ୍କ ସଂଖ୍ୟା 1 କୋଟି ଓ କାହା କାହା ମତରେ 36 କୋଟି ଅଟେ। ଏମାନେ ଜଟାଧାରୀ, ଏମାନଙ୍କ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଥାଏ; ଏମାନେ ଖୁବ୍ ବଳବାନ୍ ଓ ଯୋଗୀମାନଙ୍କ ଯୋଗସାଧନର ବିଘ୍ନ ଦୂର କରନ୍ତି। ହି. ଶ.] — [ଦ୍ର—ଏମାନଙ୍କ ସଂଖ୍ୟା1କୋଟି ଓ କାହା କାହା ମତରେ36କୋଟି ଅଟେ ଏମାନେ ଜଟାଧାରୀ, ଏମାନଙ୍କ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଥାଏ; ଏମାନେ ଖୁବ୍ ବଳବାନ୍ ଓ ଯୋଗୀମାନଙ୍କ ଯୋଗସାଧନର ବିଘ୍ନ ଦୂର କରନ୍ତି ହି. ଶ.]