ରୁଦ୍ରକଳସ Rudrakaḻasa

  • ସଂ. ବି — ଏକପ୍ରକାର କଳସ; ଗ୍ରହଆଦିଙ୍କ ଶାନ୍ତି ସମୟରେ ଏହାର ଉପଯୋଗ ହୁଏ (ହି. ଶ.) — A kind of pitcher used during the propitiatory rites of planets