ରୁଣ୍ଡେଇ ପୁଣ୍ଡେଇ ନେବା Ruṇḍei puṇḍei nebā

  • ଦେ. କ୍ରି (ସହଚର; ସଂ. ରୁଣ୍ଟ୍ ଧାତୁ) — ଲୁଣ୍ଡେଇପୁଣ୍ଡେଇ ନେବା, ଅନେକ ସ୍ଥାନରୁ ବହୁ ବସ୍ତୁ ସଂଗ୍ରହ କରି ବୋହିନେବା — To collect or put together various things from various places and carry them away