ରୁଣ୍ଡ ହେବା Ruṇḍa hebā

  • ଦେ. କ୍ରି — (ବହୁ ଲୋକ) ଏକ ସ୍ଥାନରେ ଜମା ହେବା — (Many persons) To be gathered or collected at one place
  • ଦେ. କ୍ରି — [ଉ—ଅବା ଜଗତର ସତ୍ୱଗୁଣରାଶି, ଗୁପତରେ ତହିଁ ରୁଣ୍ଡ ହେଲା ଆସି—ରାଧାନାଥ, ନନ୍ଦିକେଶ୍ୱରୀ)