ରୁଟ୍ରାଟ୍ Ruṭrāṭ
- ଦେ. ଅ [ବହୁ କ୍ରିୟାସୂଚକ] — ଧୂଳିଆ ଜନ୍ଦା ଓ ପିମ୍ପୁଡ଼ି ଟାଣ କରି ଏକାଧିକ ଥର କାମୁଡ଼ିବା ପ୍ରକାରେ — Repeated biting of ants
- ଦେ. ଅ [ବହୁ କ୍ରିୟାସୂଚକ] — ଛୋଟବାଳକ ଉପର୍ଯ୍ୟୁପରି କହୁଣୀ ମାରିବାପ୍ରକାରେ — Dealing small blows repeatedly with the elbow
- ଦେ. ଅ [ବହୁ କ୍ରିୟାସୂଚକ] — [ଯଥା—ମୋ ପିଲାଟି ବଡ଼ ଦୁଷ୍ଟୁ, କହୁଣୀ ମାରିବ ରୁଟୁରୁଟୁ, ଦୂର୍ ପଳା, ଦୂର୍ ପଳା। କାହାଣୀ ଗୀତ।]
- ଦେ. ଅ [ବହୁ କ୍ରିୟାସୂଚକ] — ଛୋଟ ମୂଷା ଦାନ୍ତଦ୍ୱାରା କାଟିବା ପ୍ରକାରେ — Nibbling by small rats
- ଦେ. ଅ [ବହୁ କ୍ରିୟାସୂଚକ] — [ଉ—ଚୁଟିଆ ମୂଷା ? ରୁଟୁରୁଟୁ କରି କାଟଇ ଖୋସା। ଢଗ]
- ଦେ. ଅ [ବହୁ କ୍ରିୟାସୂଚକ] — [ଦ୍ର— ରଟ୍ରଟ୍ଠାରୁ ରୁଟ୍ରୁଟ୍ ଅଳ୍ପତା ବ୍ୟଞ୍ଜକ।]