ରୁଟିରାଟି Ruṭi rāṭi
- ଦେ. କ୍ରି. ବିଣ — ହାଡ଼ଆଦି କଠିନ ଦ୍ରବ୍ୟକୁ ଉତ୍ତମରୂପେ ରେକଟି କରି (ଖାଇବା) — To eat up a hard thing by nibbling every eatable part (e.g. a piece of bone); to eat up every eatable portion of a hard thing by nibbling every soft bit out of it
- ଦେ. କ୍ରି. ବିଣ — (ପ୍ରୟୋଗ—ରୁଟିରାଟି ଖାଇବା, ରୁଟିରାଟି କରି ଖାଇବା।)