ରୁଟିନି Ruṭini

  • ବୈଦେ. (ଇଂ. ରୁଟୀନ୍) ବି — ସମୟ ବିଭାଗମୁତକ କାର୍ଯ୍ୟର ନିର୍ଘଣ୍ଟ; ସମୟ ବିଭାଗ ଅନୁସାରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ — Routine
  • ବୈଦେ. (ଇଂ. ରୁଟୀନ୍) ବି — ସ୍କୁଲ୍ ଆଦିରେ ସମୟ କ୍ରମେ କରାଯିବା ଦୈନିକ କାର୍ଯ୍ୟକ୍ରମର ତାଲିକା — Daily routine of work in a school