ରୁଟି ବେଲିବା Ruṭi belibā

  • ଦେ. କ୍ରି — ଗହମ ଚୂନାରେ ପାଣି ମିଶାଇ ତାକୁ ଚକଟି ଓ ଦଳି ଗୋଟିଏ ଲେଖାଏଁ ଗୋଳକ କରି ସେ ଗୋଳକମାନଙ୍କୁ ପଟା ଉପରେ ପକାଇ ପତଳା ପତଳା ପିଠାମାନ ତିଆରି କରିବା — To roll strach into bread
  • ଦେ. କ୍ରି — [ଦ୍ର—ଯେଉଁ ପଟା ଉପରେ ଗୋଳକମାନଙ୍କୁ ରଖାଯାଇ ବେଲିବାକୁ ହୁଏ, ତାକୁ 'ବେଲଣାପେଡ଼ି' ଓ ଯେଉଁ କାଠର ସିଳୁପୁଆକୁ ସେହି ଗୋଳକମାନଙ୍କ ଉପରେ ଚାଳିତ କରି ଉକ୍ତ ଖଣ୍ଡମାନଙ୍କୁ ପତଳା ପିଠା ଆକାରରେ ପରିଣତ କରାଯାଏ, ତାକୁ ବେଲଣା କାଠି କହନ୍ତି।]