ରୁଟି ବାଟି Ruṭi bāṭi

  • ଦେ. ବି — ପତଳା ପିଷ୍ଟକାକାରରେ ତିଆରି ଓ ନିଆଁରେ ସେକା ରୁଟି ଓ ଗୋଳକାକାରରେ ଭସ୍ମପକ୍ୱ ବାଟି — Rolls and balls of bread
  • ଦେ. ବି — [ଦ୍ର—ମାରୱାଡ଼ିମାନେ 'ପତଳା ପତଳା ରୁଟି' ନ କରି ପିଣ୍ଡାକାର 'ବାଟି' ତିଆରି କରି ଘିଅରେ ବୁଡ଼ାଇ ଖାଆନ୍ତି।]