ରୁଝାଳିବା Rujhāḻibā

  • ଦେ. କ୍ରି — ଗଭୀର କରି ଖୋଳିବା — To dig deep
  • ଦେ. କ୍ରି — ଉଝାଳିବା; କୂପ ଓ ପୁଷ୍କରିଣୀ ଆଦିର ତଳରୁ ପଙ୍କ ଆଦି ଖୋଳି ଗଭୀର କରିବା — To deepen a well or tank by digging out the mud or earth from the bottom