ରୁଜ୍ ପାଉଡର୍ Ruj Pāuḍar

  • ବୈଦେ. ବି—(ଇଂ. ରୁଜ୍) ଅଙ୍ଗରାଗ ଚୂର୍ଣ୍ଣ — Rouge powder
  • ବୈଦେ. ବି—(ଇଂ. ରୁଜ୍) ଏକପ୍ରକାର ନାଲି ଚୂର୍ଣ୍ଣ, ଯାହା ଦ୍ୱାରା ସୁନା ଅଳଙ୍କାର ପାଲିସ୍ କରାଯାଏ — Ferric oxide; a kind of red powder used in polishing gold ornaments