ରୁଜ୍ (ଧାତୁ) Ruj (root)
- ସଂ. — ପୀଡ଼ିତ ହେବା — To ail; to be ill
- ସଂ. — ପୀଡ଼ିତ କରିବା — To make ill; to afflict with disease
- ସଂ. — ନଷ୍ଟ କରିବା; ଖଣ୍ଡ ଖଣ୍ଡ କରି ଭାଙ୍ଗିବା — To break to pieces; to destroy (Apte)
- ସଂ. — ଆଘାତ କରିବାର; ହିଂସା କରିବା — To hurt; to kill (Apte)
- ସଂ. — ନୁଆଇଁବା — To bend (Apte)