ରୁଜୁ ହାଜର୍ Ruju hājar

  • ସଂ. ବିଣ. (ସହଚର; କଚିରିଆ ଭାଷା) — ନିଜେ ଯାଇ ସାମନାରେ ଉପସ୍ଥିତ — Present in person
  • ସଂ. ବିଣ. (ସହଚର; କଚିରିଆ ଭାଷା) — ବିପକ୍ଷଙ୍କ ନିକଟରେ ଉପସ୍ଥିତ ହୋଇ ମିଳିମିଶିଯିବା ବା ରଫା କରିବା — Compromising a dispute by going to the opponent
  • ସଂ. ବିଣ. (ସହଚର; କଚିରିଆ ଭାଷା) — (ଯଥା—ମୁଁ କୃଷ୍ଣଚନ୍ଦ୍ର ସାହୁ ମହାଜନଙ୍କ ନିକଟରେ ରୁଜୁ ହାଜର ହୋଇ ମୋର ଚାରିଶହ ଟଙ୍କା ଦେଏଣାକୁ ଦୁଇଶହ ଟଙ୍କାରେ ରଫା କଲି।)