ରୁଜୁ ଦେବା Ruju debā

  • ପ୍ରାଦେ. (ଗଞ୍ଜାମ) କ୍ରି — ମୁକାବିଲା କରିବା — To verify
  • ପ୍ରାଦେ. (ଗଞ୍ଜାମ) କ୍ରି — ପ୍ରମାଣିତ କରିବା — To prove; to adduce proof
  • ପ୍ରାଦେ. (ଗଞ୍ଜାମ) କ୍ରି — (ଯଥା—ମୁଁ ସେହି କଥା କହିଥିଲି ବୋଲି ତୁମ୍ଭେ ରୁଜୁ ଦେବ କି?)