ରୁଜୁ କରିବା Ruju karibā

  • ଦେ. କ୍ରି (କଚିରିଆ) — ସୁତ୍ରପାତ କରିବା — To initiate
  • ଦେ. କ୍ରି (କଚିରିଆ) — (ଯଥା—ମକଦ୍ଦମା ରୁଜୁ କରିବା।)
  • ଦେ. କ୍ରି (କଚିରିଆ) — ଉପସ୍ଥାପିତ କରିବା — To present; to place
  • ଦେ. କ୍ରି (କଚିରିଆ) — (ଯଥା—ଆସାମୀକୁ ଆଣି ହାକିମଙ୍କ ନିକଟରେ ରୁଜୁ କରିବା।)
  • ଦେ. କ୍ରି (କଚିରିଆ) — ମିଳାଇବା; ସାମଞ୍ଜସ୍ୟ କରାଇବା — To square up; to clear up
  • ଦେ. କ୍ରି (କଚିରିଆ) — (ଯଥା—ହିସାବ ରୁଜୁ କରିବା।)
  • ଦେ. କ୍ରି (କଚିରିଆ) — ମୁକାବିଲା କରିବା — To cause to be confronted