ରୁଚ୍ମୁଚ୍ Ruchmuch

  • ଦେ. ଅ (ଧ୍ୱନ୍ୟନୁକରଣ) — ରଚରଚ ଅପେକ୍ଷା କ୍ଷୁଦ୍ରତର ଅନୁଭୂତି; ବାଲି ବା ଧୂଳିଯୁକ୍ତ ଅଳ୍ପ ବସ୍ତୁ ଚୋବାଇବା ପ୍ରକାର — (Onomatopoeic) The sensation of chewing a little quantity of powdered things