ରୁଚ୍ (ଧାତୁ) Ruch (root)

  • ସଂ. — ଦୀପ୍ତି ପାଇବା — To shine
  • ସଂ. — ରୁଚିବା; ରୁଚିକର ହେବା; ସୁଖ ଲାଗିବା — To be tasteful, to be delicious
  • ସଂ. — ସୁଆଦ ଲାଗିବା — To agree to one's taste, to taste sweet
  • ସଂ. — ମନକୁ ପାଇବା; ମନଲାଖି ହେବା — To seem agreeable
  • ସଂ. — ସୁନ୍ଦର ଦେଖାଯିବା; ଶୋଭାମାନ ହେବା — To look splendid or resplendent (Apte)