ରୁଚି Ruchi

  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ଆଲୋକରେଖା; କିରଣ — Ray of light; gleam of light
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ପ୍ରଭା; ଦୀପ୍ତି; ଦ୍ୟୁତି — Brilliance; lustre; splendour
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ଶୋଭା; ଲାବଣ୍ୟ; ସୌନ୍ଦର୍ଯ୍ୟ — Beauty; grace
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ଲାଳିତ୍ୟ; ମାଧୁର୍ଯ୍ୟ — Sweetness elegance
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ଗୋରୋଚନା — A sort of yellow pigment obtained from the carcase of kine
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — କ୍ଷୁଧା; ପାନାହାର ପାଇଁ ଇଚ୍ଛା; ବୁଭୁକ୍ଷା — Appetite; hunger; zest
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ଭୋଜନସ୍ପୃହା; ଖାଦ୍ୟ ପ୍ରତି ଆଗ୍ରହ — Relish for food; zest for food
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ଅଭିଳାଷ; ସ୍ପୃହା — Desire
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ସାହିତ୍ୟପ୍ରତି ଆଗ୍ରହ — Taste for literature
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ଅନୁରାଗ; ପ୍ରୀତି; ପ୍ରେମ — Love; Attachment; liking
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ପ୍ରବୃତ୍ତି (ହି. ଶ.) — Inclination
  • ସଂ. ବି (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ) — ସ୍ୱାଦ (ହି. ଶ.) — Taste (Apte)