ରୁଚାଇବା Ruchāibā

  • ଦେ. କ୍ରି — ରୁଚିକର ବୋଧହେବା — To seem savoury or tasteful
  • ଦେ. କ୍ରି — ସନ୍ତୁଷ୍ଟ କରିବା; ସୁଖୀ କରିବା — To please
  • ଦେ. କ୍ରି — [ଉ—ନଟମୁକୁଟକୁ କୋଳେ ନଚାଇ ସେ ରସେବନ୍ଧେ ରୁଚାଇଲେ—କବିସୂର୍ଯ୍ୟ, ସଙ୍ଗୀତ।]