ରୁଗ୍ବିନିଶ୍ଚୟ Rug-binischaya

  • ସଂ. ବି ( 6 ଷ୍ଠୀ ତତ୍; ରୁଗ୍+ବିନିଶ୍ଚୟ) — ରୋଗର ନିଦାନ; ଲକ୍ଷଣାଦିର ପରୀକ୍ଷାଦ୍ୱାରା ରୋଗକୁ ଚିହ୍ନିବା — Diagnosis (Apte)
  • ସଂ. ବି ( 6 ଷ୍ଠୀ ତତ୍; ରୁଗ୍+ବିନିଶ୍ଚୟ) — ମାଧବକରନିଦାନ ଗ୍ରନ୍ଥ — The name of a Sanscrit treatise on Diagnosis (Apte)