ରୁଗ୍ଡ଼ିଆ Rug-ṟḍ̠iā

  • ପ୍ରାଦେ (ସମ୍ବଲପୁର) ବି (ତୁଳ. ହି. ରୋଡ଼ିୟା) କଙ୍କରମୟ ସ୍ଥାନ; ପଥୁରିଆ ଯାଗା — A rocky or gravelly place
  • ଦେ. ବିଣ — ବାଙ୍ଗର ଓ ଶୀର୍ଣ୍ଣକାୟ — Of stunted growth and emaciated