ରୁକ୍ଷ କେଶ Ruksha keṡa

  • ସଂ. ବିଣ. ପୁଂ. (ବହୁବ୍ରୀହି) — ଯାହାର କେଶରେ ମାଲପା ଲଗା ହୋଇ ନ ଥାଏ; ଲୁଖୁରାମୁଣ୍ଡା — Not having the hair smeared with oil
  • ସଂ. ବି (କର୍ମଧା) — ଲୁଖୁରାବାଳ — Unoiled hair