ରୁକ୍ମିଦର୍ପ Rukmidarpa

  • ସଂ. ବି (ବହୁବ୍ରୀହି; ଏ ରୁକ୍ମିଣୀଙ୍କ ଭାଇ ରୁକ୍ମୀଙ୍କୁ ହତ୍ୟା କରି— ଥିବାରୁ) — ଶ୍ରୀକୃଷ୍ଣଙ୍କ ଅଗ୍ରଜ ବଳରାମ — Baḻarāma, the elder brother of Ṡrīkṛushṇa