ରୁକ୍ମପାଶ Rukma paṡa
- ସଂ. ବି. — ଯେଉଁ ସୂତାରେ ସୁନା ଅଳଙ୍କାର ଗୁନ୍ଥାଯାଇ ପିନ୍ଧାଯାଏ — A string on which golden ornaments are worn. (M. W.)
- ସଂ. ବି. — ସୂତାରେ ତିଆରି ଫାସ, ଯହିଁର ସାହାଯ୍ୟରେ ଅଳଙ୍କାରାଦି ପିନ୍ଧାଯାଏ (ହି. ଶ.) — A noose made of thread with the help of which ornaments are worn