ରୁକିବା Rukibā

  • ପ୍ରାଦେ.—(ବାଲେଶ୍ୱର) କ୍ରି — ରୋକିବା (ଦେଖ) — Rokibā (See)
  • ପ୍ରାଦେ.—(ବାଲେଶ୍ୱର) କ୍ରି — [ଗଡ଼ଜାତ] ତାଳି ଦେବା; ଅଜାଡ଼ିବା; ଇଡ଼ିବା — To pour out; to spill
  • ପ୍ରାଦେ.—(ବାଲେଶ୍ୱର) କ୍ରି — [ଉ— ମାଠିଆରୁ ଗଡ଼ୁରେ ପାଣିକୁ ରୁକ।]